ଲଗାଣ ବର୍ଷାରେ ବିଭିନ୍ନ ୱାର୍ଡରେ ପସିଲା ପାଣି
News Prime Odisha | 25 Sep 2026 | 2 min read | 51 views
News Prime Odisha
ଭଦ୍ରକ ( ଏନ. ପି.ଓ ) : ଲଗାଣ ବର୍ଷା ଫଳରେ ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳରେ ବିଭିନ୍ନ ୱାର୍ଡରେ ବର୍ଷା ପାଣି ପସିବା ଫଳରେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ।ଭଦ୍ରକ ରୁ ଧାମନଗର ସଞ୍ଜୋଗ କରୁଥିବା ମୁଖ୍ୟ ରାସ୍ତା ଉପରେ ୩ ଫୁଟର ବର୍ଷା ପାଣି ଲହଡି ମାରୁଥିବା ବେଳେ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଛି । ଧାମନଗର ବିଜ୍ଞାପିତ ଅଞ୍ଚଳର ବିଭିନ୍ନ ୱାର୍ଡର ଘରେ ଘରେ ବର୍ଷା ଜଳ ପସିଥିବା ବେଳେ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି ଲୋକେ ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

