ତିଖିରି ଠାରେ କୃଷକ ସଭା ଆୟୋଜିତ
sumanta swain | 08 Oct 2026 | 8 min read | 98 views
News Prime Odisha
କେନ୍ଦ୍ରାପଡ଼ା ( ଏନ. ପି.ଓ ) : କୁଜଙ୍ଗ କୃଷକ ସମାଜ ତରଫରୁ ମହାକାଳପଡ଼ା ବ୍ଲକ ଅନ୍ତର୍ଗତଃ ତିଖିରି ଗ୍ରାମଠାରେ ମୂଷାଡ଼ିଆ କନ୍ଧା ଚାଷିମାନଙ୍କର ଏକ ବନ୍ଧୁ ମିଳନ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ ଅଞ୍ଚଳର ବିଭିନ୍ନ ମୌଜାରୁ ଆସିଥିବା କୃଷକମାନେ ଯୋଗଦେଇ, ବେଆଇନିଭାବେ ପ୍ରତିଷ୍ଠିତ ପାରାଦ୍ୱୀପସ୍ଥ ଇଫକୋ ସାର କାରଖାନାକୁ ଆଇନୀର ରାସ୍ତା ଦେଖାଇବାକୁ ଆଲୋଚନା କରାଯାଇଥିଲା । କୃଷକ ନେତା ସୁଶାନ୍ତ ଶେଖର ସ୍ୱାଇଁଙ୍କ ଆବାହକତ୍ବରେ ଅନୁଷ୍ଠିତ ବୈଠକରେ ନିରଞ୍ଜନ ନାୟକ ସଭାପତିତ୍ୱ କରିଥିବା ବେଳେ ମୂଷାଡ଼ିଆର ଜମି ପଟ୍ଟାଧାରୀମାନଙ୍କ ମଧ୍ୟରେ ରଞ୍ଜନ ମହାପାତ୍ର, କୈଳାସ ଦାସ, ରୋହିତ ଦାସ, ପ୍ରଦୀପ ବେହେରା, ଅରୂପାନନ୍ଦ ବେହେରା, ପ୍ରମୋଦ ସାହୁ,ଶୁଭେନ୍ଦୁ ଦାସ ସୁଶୀଳ ଖଟୁଆ, ବିଜୟ ନାୟକ, ସର୍ବେଶ୍ଵର ପ୍ରଧାନ, ନିତ୍ୟାନନ୍ଦ ବେହେରା, ପ୍ରମୋଦ ସ୍ୱାଇଁ, ନିତ୍ୟାନନ୍ଦ ନାୟକ, ଖିରୋଦ ବେହେରା, ଗୋବିନ୍ଦ ତ୍ରିପାଠୀ, ପ୍ରକାଶ ବେହେରା, ଘନଶ୍ୟାମ ଦାସ, ଲିଲୁ ବେହେରା, ରାଧାଶ୍ୟାମ ପରିଡା, ଅଭୟ ନାୟକ, ନେହେରୁ ମହାନ୍ତି, ବିଚିତ୍ର ପ୍ରଧାନ, ପିତାମ୍ବର ସ୍ୱାଇଁ, ଧ୍ରୁବ ବେହେରା, ଅନାମ ବିଶ୍ୱାଳ,ସୁରେଶ ଚନ୍ଦ୍ର, ଭିକାରୀ ପଟ୍ଟନାୟକ, ପ୍ରତାପ ବିଶ୍ୱାଳ, ରମେଶ ବେହେରା, ଅଶୋକ ରାଉତ, ଦୀପକ ରାଉତ,ସରୋଜ ବେହେରା,ଚିତ୍ତ ବିଶ୍ୱାଳ, ସୁଶୀଲ ସାହୁ,ଧ୍ରୁବ ବେହେରା,ସୁଶାନ୍ତ ସାହୁ, ଅତୁଲ୍ୟ ପଟ୍ଟନାୟକ, ଶିଧେଶ୍ଵର ଦାସ, ସୁରେଶ ସାମଲ, ପବିତ୍ର ମହାପାତ୍ର, ଅକ୍ଷୟ ବେହେରା, ଗୌରାଙ୍ଗ ବେହେରା, ଭୀମସେନ ରାଉତ, ଆଶୁତୋଷ ଦାସ, ଗୋପବନ୍ଧୁ ଖଟୁଆ, ଭାରତ ଦାସ, ବାଉରୀବନ୍ଧୁ ଲେଙ୍କା, କୈଳାସ ଲେଙ୍କା, ଶିଶିର ଦାସ, ରମେଶ ଜେନା, ସନ୍ତୋଷ ନାୟକ, ଉର୍ମିଳା ମହାପାତ୍ର, ଧିରେନ ନାୟକ, ଗଙ୍ଗାଧର ଖଟୁଆ, ଗୋବିନ୍ଦ ଦାସ, ମହେନ୍ଦ୍ର ବେହେରା, ବିବେକ ପ୍ରଧାନ, ଅଶୋକ ବସନ୍ତିଆ, ଶଶିକାନ୍ତ ବସନ୍ତିଆ, ସୁଶାନ୍ତ ଦାସ,ରବିନ୍ଦ୍ର ସ୍ୱାଇଁ,ହରେକୃଷ୍ଣ ମାଝୀ,ଅଦେଇତ ଯୁଝିଆରସିଂହ ପ୍ରମୁଖ ଯୋଗଦେଇ ପୈତୃକ ସମ୍ପତ୍ତିର ସୁରକ୍ଷା ପାଇଁ ଏକତା ରକ୍ଷା ସହିତ ଆଇନିଗତ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତି ନେଇଥିଲେ ।
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

