ନୂଆ ଖବର ସବୁ ପଢ଼ିଛି
ଲୋଡ୍ ହେଉଛି...
ଈଶ୍ବରଙ୍କ ବ୍ୟତୀତ କାହାକୁ ଡରେନା | ସ୍ପଷ୍ଟ ଓ ନିରପେକ୍ଷତା ଆମର ପ୍ରୟାସ
Latest News
ଗୁରୁତର ଆହତ ମାନସିକ ଭିନ୍ନକ୍ଷମ ଙ୍କ ସମେତ ୭ ଜଣଙ୍କୁ ଉଦ୍ଧାର କଲା ବ୍ୟାସ ଫାଉଣ୍ଡେସନ ❯❯ ପାରାଦୀପ ବନ୍ଦରର ଅବସରପ୍ରାପ୍ତ ଅଧିକାରୀ ବିଭୂତି ଭୂଷଣ ମହାନ୍ତିଙ୍କ ପରଲୋକ ❯❯ ନବରଙ୍ଗପୁର ଜିଲ୍ଲା ରେ ବେଆଇନି ମଦ ବିକ୍ରି କୁ ବିରୋଧ, ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା। ❯❯ ଏଫସିଆଇ ୟୁନିଅନ ଦ୍ବାରା ବର୍ଦ୍ଧିତ ୧୩୨ ଟଙ୍କା କୁ ପ୍ରତ୍ୟାଖ୍ୟାନ କଲା ପାରାଦ୍ଵୀପ ଏରସମା ଶିଳ୍ପାଞ୍ଚଳ ଶ୍ରମିକ ସଂଘ । ❯❯ ପାରାଦ୍ୱୀପ ରେ ଭୁଶୁଡି ପଡିଛି ଟ୍ରାଫିକି ବ୍ୟବସ୍ତା,ଦୁର୍ଘଟଣା ରେ ଚାଲି ଯାଉଛି ନିରୀହ ଜୀବନ ❯❯ ପାରାଦୀପରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ❯❯ ରାଜ୍ୟ ଦୃଷ୍ଟିବାଧିତ ଓ ପାରା ଜୁଡୋ ଚମ୍ପିୟନସିପ୍ ଉଦଯାପିତ ❯❯ ଅଭିନୟ ଜଗତରେ ନିଷ୍ଠା, ସାଧନା ଓ ସମର୍ପଣର ପାଇଁ ବିଶିଷ୍ଟ ଅଭିନେତା ଶ୍ରୀ ଶ୍ରୀମନ୍ ନାରାୟଣ ମିଶ୍ର ଓଲିଉଡ଼୍ ନିଉଜ ଦ୍ୱାରା ସମ୍ବର୍ଦ୍ଧିତ ❯❯ ଦିଲ୍ଲୀ ପବ୍ଲିକ ସ୍କୁଲର ମୂନ କାର୍ଯ୍ୟକ୍ରମରେ କୂଟନୀତି, ନେତୃତ୍ୱ ଓ ବିଶ୍ୱସ୍ତରୀୟ ଦୃଷ୍ଟିକୋଣ ଉତ୍ସବ ❯❯ ଢିଙ୍କିଆ, ନୂଆଗାଁ ଓ ଗଡ଼କୁଜଙ୍ଗ ତିନିଟି ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟସେବାକୁ ସୁଦୃଢ଼ କରିବା ଲକ୍ଷ୍ୟରେ JSW ଉତ୍କଳ ଷ୍ଟିଲ୍ ଓ JSW ଫାଉଣ୍ଡେସନ୍ ପକ୍ଷରୁ ଜରୁରୀକାଳୀନ OPD ସେବା ଆରମ୍ଭ ❯❯

ଅଙ୍ଗନୱାଡି କେନ୍ଦ୍ରରେ ଆଙ୍ଗନ୍ କା ଉତ୍ସବ ପାଳନ

News Prime Odisha | 29 Sep 2026 | 4 min read | 74 views

pozecon
News Prime Odisha
ଜଗତସିଂହପୁର ( ଏନ. ପି.ଓ ) : ଜଗତସିଂହପୁର ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧୀନରେ ୨୮୬ ଅଙ୍ଗନୱାଡି କେନ୍ଦ୍ରରେ ଆଙ୍ଗନ କା ଉତ୍ସବ ପାଳନ କରାଯାଉଅଛି । ଚଳିତ ମାସ ନବମ ପୋଷଣ ମାସ ଥିବାରୁ ତା ୨୭,୨୮,୨୯ ଏହି ତିନି ଦିନ ପ୍ରତ୍ୟୋକ ଅଙ୍ଗନୱାଡି କେନ୍ଦ୍ରରେ ଆଙ୍ଗନ କା ଉତ୍ସବ ପାଳନ କରାଯାଉଅଛି । ପ୍ରଥମ ଦିନ ପିତା/ମାତାଙ୍କ ଦ୍ୱାରା ପିଠା ରେସିପି ପ୍ରତିଯୋଗିତା କରାଇବା , ପୁରୁଷ ମାନଙ୍କ ସହଭାଗିତା ଅଧିକ ମାତ୍ରାରେ ଉପସ୍ଥିତି ରଖିବା । ଦ୍ୱିତୀୟ ଦିନ କୋମଳ ମତି ଶିଶୁ ମାନଙ୍କ ଦ୍ୱାରା ନାଚ,ଗୀତ, ଅଧ୍ୟୟନ ସାମଗ୍ରୀ ଯଥା ମୋ ବିକାଶ ପତ୍ର, ସୁଖଦ, ଲାଳନ ପାଳନ ପୁସ୍ତିକା ଦେଖାଇ ଜେଜେମା, ଜେଜେ ବାପାଙ୍କ ଦ୍ୱାରା କାହାଣୀ ପେଡି କରାଇବା , ଚିତ୍ରାଙ୍କନ ପ୍ରିତିଯୋଗିତା କରାଇବା । ଆଜି ଜଗତସିଂହପୁର ସମନ୍ୱିତ ବିକାଶ ପ୍ରକଳ୍ପ ଅଧିନରେ ଥିବା ପଳାଶୋଳ G.P. ର ମୁକୁନ୍ଦପୁର ଏବଂ ମୁକୁନ୍ଦପୁର ମିନି କେନ୍ଦ୍ରରେ ପାଳନ କରାଯାଇଛି। ଅଙ୍ଗନୱାଡି କର୍ମୀ - ମନୋରମା ପରିଡା ଅଙ୍ଗନୱାଡି କର୍ମୀ - ଅଜନ୍ତା ଦାଶ ଙ୍କ ତତ୍ତ୍ଵବଧାନରେ ଏହା ସମାପନ କରାଯାଇଅଛି ।
© 2026 News Prime Odisha | Content is protected under the Copyright Act, 1957

Comments (0)

Loading comments...