ଦୀପାବଳି ଉପଲକ୍ଷେ ହୋଟେଲ ଏମ୍ପେୟାର୍ସ ପକ୍ଷରୁ ସ୍ୱତନ୍ତ୍ର ଷ୍ଟଲ ଉଦଘାଟିତ
sumanta swain | 30 Oct 2026 | 3 min read | 84 views
News Prime Odisha
ପାରାଦ୍ୱୀପ ( ଏନ. ପି.ଓ ) : ପାରାଦୀପ ସ୍ଥିତ ହୋଟେଲ ଏମ୍ପେୟାର୍ସ ପକ୍ଷରୁ ଏକ ସ୍ୱତନ୍ତ୍ର ଷ୍ଟଲ ଗୁରୁବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି l ଏହି ଷ୍ଟଲ ରେ ଦୀପାବଳି ଉପଲକ୍ଷେ ବିଭିର୍ନ୍ନ ଡ୍ରାଏ ଫୁଡ, ମିଠା ଆଇଟମ ଉପଲବ୍ଧ ହେବ l ଏହି ସବୁ ସାମଗ୍ରୀ ପାରମ୍ପରିକ ବାଉଁଶ ରେ ତିଆରି ଚାଙ୍ଗୁଡ଼ି ମାଧ୍ୟମରେ ଉପଲବ୍ଧ l ପ୍ୟାକେଟ ରେ ନିଜ ମନ ମୁତାବକ ସାମଗ୍ରୀ ନେଇ ପାରିବେ l ଏ ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏମ୍ପେୟାର୍ସ ସିନିଅର ମ୍ୟାନେଜର ସେଲସ ଆଣ୍ଡ ମାର୍କେଟିଂ ଏମ.ଏମ.ଖାନ ଓ ଜେନେରାଲ ମ୍ୟାନେଜର ସନ୍ତୋଷ ମିଶ୍ର ସୂଚନା ଦେଇଛନ୍ତି l ଏବଂ ଏ ସମସ୍ତ ସାମଗ୍ରୀ ଡେଲି କାଫେ ରେ ଉପଲବ୍ଧ ବୋଲି ସେମାନେ ସୂଚନା ଦେଇଛନ୍ତି l
© 2026 News Prime Odisha | Content is protected under the Copyright Act, 1957
Comments (0)
Loading comments...

